ସୋମବାର ଉଦଯାପିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା - ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା
ସୋମବାର ଉଦଯାପିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା । ପାରମ୍ପରିକ ରୀତିନୀତି ଅନୁଯାୟୀ ଯାତ୍ରା ଶେଷ ଦିନ ଅର୍ଥାତ୍ ସୋମବାର ରାତ୍ରରେ ମାଆ ବାହାରି ମଙ୍ଗଳବାର ଭୋର ସମୟରେ ମୁଖ୍ୟ ପୀଠକୁ ପହଞ୍ଚିଥାନ୍ତି । ଯାତ୍ରା ଆଉ ଗୋଟିଏ ଦିନ ରହିଥିବାବେଳେ ୧୪୪ ଧାରା ମଧ୍ୟରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଏନେଇ ମାଆଙ୍କ ଅସ୍ଥାୟୀ ମଣ୍ଡପରୁ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ...