ଓଡିଶା

odisha

ETV Bharat / videos

ଅନର୍ଗଳ ଇଂରାଜୀ କହୁଛନ୍ତି ଭିକାରୀ, ଦେଖନ୍ତୁ ଭିଡିଓ - beggar speaks English

By

Published : Aug 27, 2020, 10:12 PM IST

ଭୁବନେଶ୍ବର: ରାଜଧାନୀର ପ୍ରାୟ ସବୁ ମନ୍ଦିରରେ ତାଙ୍କୁ ଦେଖିବାକୁ ମିଳେ । ମନ୍ଦିର ସମ୍ମୁଖରେ ବସି ଭିକ ମାଗୁଛନ୍ତି । କେଉଁ ପରିସ୍ଥିତିରେ ସେ ଭିକ୍ଷା ବୃତି ପାଇଁ ଆସିଲେ କହିପାରୁ ନାହାଁନ୍ତି। ହେଲେ ଶୁଦ୍ଧ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ନନ୍‌ ଷ୍ଟପ ଭାବରେ ବର୍ଷୁଛନ୍ତି। ଏଭଳି ଜଣେ ଉଚ୍ଚ ଶିକ୍ଷିତ ଭିକାରୀଙ୍କୁ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ। ଯାହା ଆପଣ ନ ଦେଖିଲେ ବିଶ୍ୱାସ କରି ହେବନି। ନିକଟରେ ନୟାପଲ୍ଲୀ ସ୍ବପ୍ନେଶ୍ବର ମନ୍ଦିର ସମ୍ମୁଖରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ନିଜ ମନକୁ ମନ ଗପି ଚାଲିଥିଲେ। ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details