ଓଡିଶା

odisha

By

Published : Nov 27, 2019, 8:14 PM IST

ETV Bharat / videos

ଫିଟୁନି ସମାଧାନ ବାଟ, ଦୁଇଦିନ ହେଲା ଧାରଣାରେ ଛାତ୍ରଛାତ୍ରୀ

ବାଲେଶ୍ଵର: ଫକୀର ମୋହନ ବିଶ୍ଵବିଦ୍ୟାଳୟର ବିଏଡ ଓ ଏମଏଡ ଛାତ୍ରଛାତ୍ରୀମାନେ ଦୁଇଦିନ ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁୟାୟୀ, ବିଏଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନଥିବାରୁ ଏହି ଧାରଣା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପିଲାମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲିଖିତ ପ୍ରତିଶୃତି ନ ମିଳିବା ଯାଏ ପିଲାମାନେ ଧାରଣାରୁ ଓହରିବେ ନାହିଁ ବୋଲି ସିଧାସଳଖ କହିଛନ୍ତି ।

ABOUT THE AUTHOR

...view details