ଓଡିଶା

odisha

ETV Bharat / videos

ସ୍କୁଲ ପାଠ୍ୟପୁସ୍ତକରେ ସାମିଲ ହେବ ବନ୍ଦେ ଉତ୍କଳ ଜନନୀ - bande utkal janani included in school syllabus

By

Published : Jun 8, 2020, 4:39 PM IST

ଭୁବନେଶ୍ବର: ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ସହ ଏହାକୁ ପାଠ୍ୟ ପୁସ୍ତକରେ ସାମିଲ କରିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ତେବେ ସୂଚନା ଓ ଜନସଂପର୍କ ବିଭାଗର ବିଜ୍ଞପ୍ତି ଜାରି ପରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

For All Latest Updates

TAGGED:

Odisha

ABOUT THE AUTHOR

...view details