ଓଡିଶା

odisha

ବାଲେଶ୍ବର ଉପନିର୍ବାଚନ; ଇଭିଏମରେ ସିଲ 6 ପ୍ରାର୍ଥୀଙ୍କ ଭାଗ୍ୟ

By

Published : Nov 10, 2020, 9:57 AM IST

ବାଲେଶ୍ଵର: ସଦର ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା 6 ଜଣ ପ୍ରାର୍ଥୀଙ୍କ ଆଜି ଷ୍ଟ୍ରଙ୍ଗ ରୁମରୁ ଫିଟିବ ଭାଗ୍ୟ । ଗତ 3 ତାରିଖରେ ଉପନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ପ୍ରକାଶ ପାଇବ ଫଳ । ସକାଳ 8 ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଗଣତି ପାଇଁ ଦୁଇଟି ହଲରେ 14 ଟେବୁଲ୍ ର ବ୍ୟବସ୍ଥା ହୋଇଥିବା ବେଳେ ପ୍ରଥମେ ପୋଷ୍ଟଲ୍ ବାଲଟ ଗଣତି ହେବ ଓ ଏଥିପାଇଁ 3 ଟେବୁଲ୍ ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details