ଆସିଲା ବାବ୍ରି ମସଜିଦ ରାୟ, ପ୍ରତିକ୍ରିୟା ରଖିଲେ ପ୍ରଦୀପ - babri-masjid-demolition-case
ଭୁବନେଶ୍ବର: ଆସିଲା ଦେଶର ବଡ ରାୟ। ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଭଙ୍ଗା ଘଟଣାରେ ବୁଧବାର ଆସିଛି ଚୂଡାନ୍ତ ରାୟ। ସମସ୍ତ ୩୨ ଜଣ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଛନ୍ତି । ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି ଏହି ରାୟ। ଦୋଷୀ ସାବ୍ୟସ୍ତ ପାଇଁ କୌଣସି ସଠିକ ସଠିକ ପ୍ରମାଣ ନଥିବା କହିଲେ କୋର୍ଟ। ବାବ୍ରୀ ଭଙ୍ଗାକୁ ପୂର୍ବ ଯୋଜନା ପ୍ରସ୍ତୁତ କୁହାଯାଇ ପାରିବନି । ତେବେ ରାୟ ଆସିଲା ପରେ କଣ କହୁଛନ୍ତି ଓଡିଶା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।