ଓଡିଶା

odisha

ETV Bharat / videos

ମହାମାରୀରେ ଆୟୁର୍ବେଦ ଦ୍ବାରା ଦେହର ଯତ୍ନ - balasore coraona update

By

Published : Apr 28, 2020, 4:26 PM IST

ବାଲେଶ୍ବର: ବର୍ତ୍ତମାନ କୋରୋନାକୁ ନେଇ ବିଶ୍ୱ ଚିନ୍ତିତ ଥିବାବେଳେ ଭାରତର ପୁରାତନ ଚିକିତ୍ସା ପଦ୍ଧତି ଆୟୁର୍ବେଦ ଉପରର ଲୋକଙ୍କ ଏବେବି ବିଶ୍ୱାସ ରହିଛି। ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ରୋଗ ଓ ରୋଗୀଙ୍କୁ ଚିକିତ୍ସା କରାଯାଏ ବୋଲି କହିଛନ୍ତି ବାଲେଶ୍ୱରର ଆୟୁର୍ବେଦିକ ଡାକ୍ତର ଶାନ୍ତନୁ ଦାସ। ସେ କହିଛନ୍ତି କରୋନା ମୁକାବିଲା ପାଇଁ ଆୟୁର୍ବେଦିକ ଔଷଧ ନିଶ୍ଚୟ ବାହାରିବ ଓ ଲୋକେ ସୁସ୍ଥ ହେବେ। ଏହାସହ ଅନେକ ମହାମାରୀ ମୁକାବିଲା କରିବାରେ ଆୟୁର୍ବେଦ ଚିକିତ୍ସା ପଦ୍ଧତି ସଫଳ ହୋଇଛି। ଯେଉଁମାନେ ଘରେ ରହିଛନ୍ତି ନିଜର ଯତ୍ନ କେମିତି ନେବେ ସେ ବିଷୟରେ ମଧ୍ୟ ଡାକ୍ତର ଶାନ୍ତନୁ ଦାସ ବିସ୍ତୃତ ଭାବେ କହିଛନ୍ତି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details