ଓଡିଶା

odisha

ETV Bharat / videos

ଅଟୋରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ! ଚାଳକ ଗିରଫ - ଚଳନ୍ତା ଅଟୋରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର

By

Published : Oct 9, 2020, 9:28 PM IST

କଟକ: ଚଳନ୍ତା ଅଟୋରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଅଟୋ ଚାଳକ ଗିରଫ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ବାରଙ୍ଗ ଅଞ୍ଚଳରେ । ଛାତ୍ରୀ ଜଣକ କେନ୍ଦ୍ରାପଡାରୁ ଆସି କଟକରେ ଓହ୍ଲାଇଥିଲେ । ଭୁବନେଶ୍ବରରେ ଏକ ପରୀକ୍ଷା ଥିବାରୁ ସେ ଅଟୋ ଯୋଗେ ବାରଙ୍ଗ ଦେଇ ଭୁବନେଶ୍ବର ଯାଉଥିଲେ । ଅଟୋଟି ଭୁବନେଶ୍ବର ଯିବା ପରିବର୍ତ୍ତେ ବାରଙ୍ଗର ଗୋଡି ସାହିର ଏକ ଜଙ୍ଗଲ ଭିତରକୁ ଯାଇଥିଲା ।

ABOUT THE AUTHOR

...view details