ଓଡିଶା

odisha

ETV Bharat / videos

ଅତାବିରା ପାଇଁ ଅଣ୍ଟା ଭିଡିଲେଣି ଆଶାୟୀ

By

Published : Mar 18, 2019, 8:04 PM IST

ବରଗଡ: ଜିଲ୍ଲାର ଭାତ ହାଣ୍ଡି ଭାବେ ପରିଚିତ ଅତାବିରା ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେଲାଣି। ଅତବିରା ଦଖଲ ପାଇଁ ଅଣ୍ଟା ଭିଡିଲେଣି ପ୍ରମୁଖ ଦଳ। ଅତାବିରା ଏବଂ ଭେଡେନ ବ୍ଲକ ସହ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀକୁ ଦଖଲ ପାଇଁ ଚାଲିଲାଣି କସରତ।

For All Latest Updates

ABOUT THE AUTHOR

...view details