କେବଳ ସହରାଞ୍ଚଳ ପିଲାଙ୍କ ପାଇଁ ଅନଲାଇନ ଶିକ୍ଷାଦାନ ! - Online learning
ଅନୁଗୋଳ: କୋରୋନା କଟକଣା ଏବେ ଅନେକ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବାନ୍ଧି ଦେଇଛି । ସରକାର ଅନଲାଇନରେ ଶିକ୍ଷାଦାନକୁ ଗୁରୁତ୍ବ ଦେଉଥିବା ବେଳେ ଅନେକ ଏବେ ସେଇ ଶିକ୍ଷାଦାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନଲାଇନ ଲାଇନ ଶିକ୍ଷା ପାଇଁ ଆବଶ୍ୟକ ସାଧନ ନାହିଁ ସମସ୍ତଙ୍କ ପାଖରେ । ଅନଲାଇନରେ ପାଠ ପଢ଼ାର ପାଇଁ ଆବଶ୍ୟକ ହୋଇଥାଏ ଏକ ସ୍ମାର୍ଟ ଫୋନର । ଯାହା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ସେପଟେ ଅନେକ ଅଭିଭାବକ ନିଜ ପିଲାମାନଙ୍କ ପାଇଁ ସ୍ମାର୍ଟ ଫୋନ କିଣିଛନ୍ତି । ଯାହା ପାଇଁ ବଢିଛି ସ୍ମାର୍ଟ ଫୋନର ବିକ୍ରି । ତେବେ କିଭଳି ରହିଛି ଅନଲାଇନ ପାଠପଢା ଓ ତାର ବାସ୍ତବତା ଦେଖନ୍ତୁ..