ଓଡିଶା

odisha

ETV Bharat / videos

ପିକନିକ ପାଇଁ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ‘ଡେରଜାଙ୍ଗ’

By

Published : Dec 27, 2019, 5:09 PM IST

ଅନୁଗୋଳ: ଆସୁଛି ନୂଆବର୍ଷ । ୨୦୧୯ର ସରିବାକୁ ଆଉ ଦିନ କେଇଟା ବାକି ରହିଲା । ତା ସାଙ୍ଗକୁ ପୁଣି ବଡଦିନ । ବଡଦିନରେ ବଣଭୋଜିର ମଜା । ଅନୁଗୋଳରେ ବଣଭୋଜି ପାଇଁ ଜଣାଶୁଣା ଡେରଜାଙ୍ଗ ଜଳସେଚନ ପକଳ୍ପରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ଭୋଜି କରିବା ସହ ଡ୍ୟାମର ପ୍ରକୃତିକ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରୁଛନ୍ତି ସମସ୍ତେ ।

ABOUT THE AUTHOR

...view details