ଓଡିଶା

odisha

By

Published : May 20, 2020, 8:17 PM IST

ETV Bharat / videos

ମୟୂରଭଞ୍ଜରେ 'ଅମ୍ଫାନ' ପ୍ରଭାବ କ'ଣ ରହିଛି ଦେଖନ୍ତୁ ଭିଡିଓ..

ମୟୂରଭଞ୍ଜ: 'ଅମ୍ଫାନ' ସୁନ୍ଦରବନରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚୁଛି । ଏପଟେ ମୟୂରଭଞ୍ଜ ଜିଲ୍ଲାରେ ବି ଦେଖିବାକୁ ମିଳିଛି ପ୍ରଭାବ । ମୟୂରଭଞ୍ଜ ଜିଲ୍ଲାରେ ପବନର ବେଗ ବଢିବା ସହ ବର୍ଷା ହେଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ସହ ଘର ଭାଙ୍ଗିଥିବା ସୂଚନା ମିଳିଛି । ଏନଡିଆରଏଫ, ଓଡ୍ରାଫ ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତାରୁ ଗଛ ଗୁଡ଼ିକ ସଫା କରୁଥିବା ଦେଖିବାକୁ ମିଳିଛି । ବାତ୍ୟା 'ଅମ୍ଫାନ'ର ସ୍ଥିତିକୁ ନେଇ ମୟୂରଭଞ୍ଜ ଜିଲ୍ଲାରୁ ଅଧିକ ସୂଚନା ଦେଉଛନ୍ତି ଆମ ରିପୋର୍ଟର ମୃତ୍ୟୁଞ୍ଜୟ ସେନାପତି ।

ABOUT THE AUTHOR

...view details