ଓଡିଶା

odisha

ETV Bharat / videos

Republic Day: ଆଲୋକମାଳାରେ ଝଲସିଲା ସରକାରୀ କାର୍ଯ୍ୟାଳୟ - ଭୁବନେଶ୍ବରରେ ଆଲୋକମାଳାରେ ସଜେଇ ହେଲା ସରକାରୀ କାର୍ଯ୍ୟାଳୟ

By

Published : Jan 25, 2022, 9:34 PM IST

ଭୁବନେଶ୍ବର: ରାତି ପାହିଲେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିବ ସାରା ଦେଶ । ଏହି ଅବସରରେ ରାଜଧାନୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠିଛି ରାଜଧାନୀର ରାଜରାସ୍ତା । ଏଜି କାର୍ଯ୍ୟାଳୟ, ଲୋକସଭା ଭବନ, ବିଧାନସଭା ଏବଂ କମିଶନରେଟ ପୋଲିସ କାର୍ଯ୍ୟାଳୟର ରୂପ ରଙ୍ଗ ଦେଖି ଅଟକି ଯାଉଛନ୍ତି ରାଜଧାନୀବାସୀ । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details