ଓଡିଶା

odisha

ETV Bharat / videos

ଏଡସ୍ ରୋଗରେ ପୀଡିତ ମା-ଝିଅ, ଔଷଧ ଖାଇବାକୁ ଅର୍ଥ ବାଧକ - ଏଡସ୍

By

Published : Dec 5, 2019, 2:53 PM IST

ଆନନ୍ଦପୁର: ଦେଶକୁ ଏଚଆଇଭି ମୁକ୍ତ କରିବା ପାଇଁ ହେଉଛି କେତେ କଣ ଯୋଜନା । ଲୋକଙ୍କୁ ସଚେତନ କରିବା ପାଇଁ ଦିଆଯାଉଛି ବାର୍ତ୍ତା । କିନ୍ତୁ ଏଚଆଇଭି ମୁକ୍ତ ହୋଇପାରୁନି ଭାରତ । ଗାଁ ଗହଳିରେ ଏବେବି ଶହ ଶହ ଏଡସ୍ ରୋଗୀ ।

ABOUT THE AUTHOR

...view details