ଓଡିଶା

odisha

ETV Bharat / videos

ଫନି ଗଲାପରେ ଜେନରେଟର ସାହା, ଘଣ୍ଟାକୁ ଚାର୍ଜ 2ରୁ 4 ହଜାର ଟଙ୍କା - ଭୁବନେଶ୍ବର

By

Published : May 6, 2019, 7:36 PM IST

Updated : May 6, 2019, 7:51 PM IST

ଭୁବନେଶ୍ବର: ଫନି ପରେ ବଢିଛି ଜେନେରେଟର ଚାହିଦା । ପାଣି ଉଠାଇବାକୁ ଘଣ୍ଟାକୁ 2ରୁ 4 ହଜାର ଟଙ୍କା ଗଣୁଛନ୍ତି ରାଜଧାନୀବାସୀ । ଭୁବନେଶ୍ବର ନ ମିଳିଲେ ଆଖପାଖ ଅଞ୍ଚଳରୁ ଭଡାରେ ଆଣି ଜେନେରେଟର ଲଗାଯାଉଛନ୍ତି । ଆଉ ଯାହାର ଜେନେରେଟର ଖରାପ ତାକୁ ଠିକ କରିବାକୁ ମେକାନିକ ପାଖରେ ଲମ୍ବା ଧାଡି ।
Last Updated : May 6, 2019, 7:51 PM IST

ABOUT THE AUTHOR

...view details