ଓଡିଶା

odisha

ETV Bharat / videos

ଲୁଚକାଳି ଖେଳୁଛି ଶୀତ, ଚିନ୍ତାରେ ଶୀତବସ୍ତ୍ର ବେପାରୀ - ବରଗଡ଼ରେ ନାହିଁ ଶୀତର ପ୍ରଭାବ

By

Published : Dec 16, 2019, 9:12 PM IST

ବଗରଡ଼ ଜିଲ୍ଲାରେ ଲୁଚକାଳି ଖେଳୁଛି ଶୀତ । ମାର୍ଗଶୀର ଶେଷ ହେବା ଉପରେ କିନ୍ତୁ ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ । ଏପଟେ ଶୀତ ନଥିବା ଯୋଗୁଁ ଚିନ୍ତାରେ ପଡି଼ଛନ୍ତି ଶୀତବସ୍ତ୍ର ବେପାରୀ ।

ABOUT THE AUTHOR

...view details