ଓଡିଶା

odisha

ETV Bharat / videos

ଭାସ୍କର୍ଯ୍ୟ କଳାର ପୂଜାରୀ ପଦ୍ମବିଭୂଷଣ ସୁଦର୍ଶନଙ୍କ ମୁଖରୁ... - padma vibhushan sudarshan sahoo

By

Published : Jan 26, 2021, 7:59 PM IST

ଭୁବନେଶ୍ବର: ଚଳିତବର୍ଷ ରାଜ୍ୟରୁ 6 ଜଣଙ୍କୁ ପଦ୍ମପୁରସ୍କାର ମିଳିବାକୁ ଥିବାବେଳେ ପଦ୍ମ ବିଭୂଷଣରେ କେବଳ ଜଣେ ମାତ୍ର ଓଡିଆଙ୍କୁ ମିଳିଛି ଏହି ସମ୍ମାନ । ଓଡିଶାରୁ ସୁଦର୍ଶନ ସାହୁଙ୍କୁ ମିଳିଛି ପଦ୍ମବିଭୂଷଣ । ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ତାଙ୍କର ଉଲ୍ଲଖନୀୟ ପାରିଦର୍ଶିତା ପାଇଁ ଆଜି ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ମିଳିଛି । ତେବେ ପଦ୍ମବିଭୂଷଣ ପାଇଁ ଜଣେ ଓଡିଆ ଭାବେ ସେ କେତେ ଗର୍ବିତ ଜାଣିବା ସହ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବସ୍ମିତା ରାଉତ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details