ଓଡିଶା

odisha

ETV Bharat / videos

100 ମିଟର ପୋଲ ପାଇଁ କଲବଲ 500 ଲୋକ

By

Published : Nov 22, 2019, 3:34 PM IST

ଗଜପତି: କେଇ ଖଣ୍ଡ କାଠ ଉପରେ ଝୁଲୁଛି ଜୀବନ । କାଠ ଭାଙ୍ଗିଲେ ସିଧା ମରଣ ଗାତରେ । ପିଲାଠୁ ବୁଢା ଏପରିକି ଗର୍ଭବତୀ ପ୍ରସବ ବି ଏଇ ଭଙ୍ଗା ଦଦରା କାଠ ପୋଲ ଉପରେ ଯାଆସ କରୁଛନ୍ତି । ଦିନରେ ତ କିପରି ଚଳିଯାଉଛି ହେଲେ ରାତିର ଅନ୍ଧାରରେ ସ୍ଥିତି ସଙ୍ଗୀନ । ଏଭଳି ପ୍ରତିଦିନ ମୃତ୍ୟୁ ସହ ସଂଗ୍ରାମ କରୁଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତର ସନ୍ଧି ଗାଁ । କେବଳ ଏହି ଗାଁ ନୁହେଁ ବଡବାଡ, ଉପର ଅଁଳାବର,ଚେରୁସାହି ଆଦି 5ଟି ଗାଁର 500 ଲୋକଙ୍କ ଭରସା ଏହି ଅସ୍ଥାୟୀ କାଠ ପୋଲ ।

ABOUT THE AUTHOR

...view details