ଓଡିଶା

odisha

ETV Bharat / videos

ପାହାଡ ଖାଇଗଲେ ବେଆଇନ କ୍ରସର ମାଲିକ

By

Published : Nov 22, 2019, 3:17 PM IST

ନବରଙ୍ଗପୁର: ସହରରୁ ମାତ୍ର 5 କିମି ଦୂରରେ ଥିବା ଡେଙ୍ଗାଗୁଡାରେ ବେଆଇନ ଭାବରେ ଚାଲିଛି 4ଟି କ୍ରସର । ପ୍ରଶାସନର ଆଖି ଆଗରେ ବିନା ଲାଇସେନ୍ସରେ କ୍ରସର ଚାଲିଥିବାବେଳେ କୋଟିକୋଟି ଟଙ୍କାର ପଥର ଦିନ ଦ୍ଵିପହରରେ ହରିଲୁଟ କରି ମଫିଆ ହେଉଛନ୍ତି ମାଲାମାଲ । ଦିନେ କି ଦୁଇଦିନ ନୁହେଁ 6 ମାସ ହେଲା ବିନା କାଗଜ ପତ୍ରରେ ଏହି ବେଆଇନ କ୍ରସର ଚାଲିଥିବା ଅଭିଯୋଗ ହୋଇଥିଲେ ବି ଫଳଶୂନ ।

ABOUT THE AUTHOR

...view details