ବିଜୟୀ ଜୋକୋଭିକ ମେଡେଭେଡବଙ୍କୁ ଜଣାଇଲେ ଶୁଭେଚ୍ଛା - ନୋଭାକ ଜୋକଭିକ
ରବିବାର 9ମ ଥର ଅଷ୍ଟ୍ରେଲିଆନ ଓପନ ପୁରୁଷ ଏକକ ଟାଇଟେଲ ଜିତିବା ପରେ ଭାବବିହ୍ବଳ ହେଲେ ନୋଭାକ ଜୋକଭିକ । ଡାନିଲ ମେଡେବେଡେବଙ୍କୁ 7-5, 6-2, 6-2 ସେଟ୍ରେ ହରାଇ 33 ବର୍ଷିୟ ଜୋକଭିତ 18ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ହାସଲ କରିଛନ୍ତି ।