ନିଜର ସ୍ବଳ୍ପ ସମୟର ଆନ୍ତର୍ଜାତୀୟ କ୍ୟାରିୟର ପଛରେ ରହସ୍ୟ ଖୋଲିଲେ ଜାଫର, ଦେଖନ୍ତୁ ଭିଡିଓ - ଘରୋଇ କ୍ରିକେଟ କିଙ୍ଗ
ହାଇଦ୍ରାବାଦ: ୱାସିମ ଜାଫର ‘ଇଟିଭି ଭାରତ’ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ନିଜର ସ୍ବଳ୍ପ ସମୟର ଆନ୍ତର୍ଜାତୀୟ କ୍ୟାରିୟର ପଛରେ ରହସ୍ୟ କହିଛନ୍ତି । ଘରୋଇ କ୍ରିକେଟର 'କିଙ୍ଗ' ୱାସିମ ଜାଫର ରଣଜୀ ଟ୍ରଫି ଏବଂ ଇରାନି ଟ୍ରଫିରେ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର କାହିଁକି ଅଧିକ ସମୟ ରହିଲା ନାହିଁ ସେ ନେଇ ସେ ଏକ ବଡ ଖୁଲାସା କରିଛନ୍ତି । ତେବେ ଦେଖନ୍ତୁ ସମ୍ପର୍ଣ୍ଣ ଭିଡିଓ ....