ଟୋକିଓ ଟିକେଟ ପାଇଁ କଣ ରହିଛି ରାଣୀଙ୍କ ରଣନୀତି, ଦେଖନ୍ତୁ ଭିଡିଓ
ଭୁବନେଶ୍ବର: ୨୦୨୦ ଟୋକିଓ ଅଲମ୍ପିକ୍ସ କ୍ୱାଲିଫାୟାର ମ୍ୟାଚ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେବେ ସଦ୍ୟ ସମାପ୍ତ ବ୍ରିଟେନ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ଦଳ କ୍ୱାଲିଫାୟାର ମ୍ୟାଚକୁ କବଜା କରି ଅଲମ୍ପିକ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି। ତେବେ ଏନେଇ ଭାରତୀୟ ମହିଳା ଦଳର ଅଧିନାୟିକା ରାନୀ ରାମପାଲଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା । ଦେଖନ୍ତୁ ଭିଡିଓ...