ଓଡିଶା

odisha

ETV Bharat / videos

'ଭଲ ପ୍ଲେୟାର-କୋଚଙ୍କ ସହ ଅଭ୍ୟାସ କରିବାକୁ ସୁଯୋଗ ପାଇଲି'

By

Published : Mar 6, 2021, 1:34 PM IST

କଟକ: ଚେନ୍ନାଇ ସୁପରକିଙ୍ଗ କ୍ୟାମ୍ପରେ ଓଡ଼ିଆ ପୁଅ । ଓଡିଆ କ୍ରିକେଟର ରାଜେଶ ମହାନ୍ତିଙ୍କୁ ନେଟସ ବୋଲର ହିସାବରେ ଧୋନୀ ବାହିନୀ କ୍ୟାମ୍ପକୁ ହୋଇଛି ଡାକରା । ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ଅଭ୍ୟାସ କ୍ୟାମ୍ପରେ ନଜର ଆସିବେ ଓଡ଼ିଆ ପୁଅ ରାଜେଶ ମହାନ୍ତି । ନିଜର ଦକ୍ଷତା ବଳରେ ସେ ମାହିଙ୍କ ଟିମକୁ କରାଇବେ ଅଭ୍ୟାସ । ତେବେ ଏହି ସମ୍ପର୍କରେ ଇଟିଭି ଭାରତକୁ ରାଜେଶ ଦେଇଛନ୍ତି ନିଜର ସ୍ୱତନ୍ତ୍ର ପ୍ରତିକ୍ରିୟା ।

ABOUT THE AUTHOR

...view details