ଓଡିଶା

odisha

ନ୍ୟୁଜିଲାଣ୍ଡରେ ଭାରତ ରଚିଲା ଇତିହାସ, 5-0ରେ ସିରିଜ ହାତେଇଲା ବିରାଟ ବାହିନୀ

By

Published : Feb 2, 2020, 11:52 PM IST

ନ୍ୟୁଜିଲାଣ୍ଡରେ ଭାରତ ରଚିଲା ଇତିହାସ । ଟି-20 ଅନ୍ତଃରାଷ୍ଟ୍ରୀୟ ଇତିହାସରେ ଟିମ ଇଣ୍ଡିଆର କମାଲ୍‌ । ଦ୍ବିପାକ୍ଷିକ ଟି-20 ସିରିଜରେ 5-0ରେ ବିଜୟ ହାସଲ କରିଥିବା ପ୍ରଥମ ଦଳ ହୋଇଯାଇଛି ବିରାଟ ବାହିନୀ । 11ବର୍ଷ ପରେ ଭାରତ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ 5-0ରେ ସିରିଜ ହାତେଇଛି ।

ABOUT THE AUTHOR

...view details