ଓଡିଶା

odisha

ETV Bharat / videos

ଜୁନିଅର ଚାନୁଙ୍କ ଭାରୋତ୍ତୋଳନ, ଭିଡିଓ ଭାଇରାଲ - ଜୁନିଅର ଚାନୁ

By

Published : Jul 27, 2021, 6:24 PM IST

ମୀରାବାଇଙ୍କ ଅଲମ୍ପିକ ବିଜୟ ମୁହୂର୍ତ୍ତକୁ ନକଲ କରିଛନ୍ତି ଜଣେ କୁନିଝିଅ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ମୀରାବାଇ ଭାର ଉତ୍ତୋଳନ କରିବା ସମୟରେ ଯାହା କରିଥିଲେ ଠିକ ସେମିତି କରୁଛନ୍ତି କୁନି ଝିଅ ଜଣଙ୍କ । ତେବେ ଏହି ଭିଡିଓ ଭାଇରାଲ ହୋଇ ଚାନୁଙ୍କ ପାଖରେ ପହଁଞ୍ଚିବା ପରେ ଚାନୁ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି । ଦେଖନ୍ତୁ ଏହି କୁନିଝିଅର କମାଲ...

ABOUT THE AUTHOR

...view details