ଓଡିଶା

odisha

ଆଇପିଏଲ ସମର: ମୁମ୍ବାଇ-ପଞ୍ଜାବ ମ୍ୟାଚର ରେକର୍ଡ ଗଣତି

By

Published : Oct 1, 2020, 7:52 PM IST

ଆବୁଧାବି: ବୁଧବାର ଏକ ରୋମାଞ୍ଚକ ଭରା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ 73 ରନରେ ମାତ ଦେଇଛି କୋଲକାତା ନାଇଟ ରାଇଡର୍ସ । ତେବେ କେକେଆର ଏହି ସହଜ ବିଜୟ ପରେ ଆଜି ଖେଳାଯିବ ଲିଗର ଅନ୍ୟତମ ହାଇଭୋଲ୍ଟେଜ ମ୍ୟାଚ । ପାୱାର ହିଟିଂ ବନାମ ପାୱାର ହିଟିଂ । ମୁମ୍ବାଇ ଇଣ୍ଡିଆନ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ । ରୋହିତ ଓ ରାହୁଲ ଲଢେଇ ।

ABOUT THE AUTHOR

...view details