ଓଡିଶା

odisha

ETV Bharat / videos

ଆଇପିଏଲ ସମର: ଚେନ୍ନାଇ-ପଞ୍ଜାବ ମ୍ୟାଚର ରେକର୍ଡ ଗଣତି

By

Published : Nov 1, 2020, 8:05 PM IST

ଆବୁଧାବି: ଆଜିର ଡବଲହେଡର ପ୍ରଥମ ମ୍ୟାଚରେ ଚେନ୍ନାଇକୁ ଭେଟିବ ପଞ୍ଜାବ । ଧୋନି ବାହିନୀ ଚାହିଁବେ ବିଜୟ ଲାଭ କରି ସମ୍ମାନ ସହ ଲିଗ୍‌ରୁ ବିଦାୟ ନେବାକୁ । ଅନ୍ୟପଟେ ପ୍ଲେଅଫ୍‌ରେ ଏଣ୍ଟ୍ରି ମାରିବାକୁ ପଞ୍ଜାବ କରିବ ଫାଇଟ ।

ABOUT THE AUTHOR

...view details