ଓଡିଶା

odisha

'ପୁରୁଷ ହକି ଦଳ ପାଇଁ ଖୁସି ଲାଗୁଛି, ପ୍ୟାରିସ ଅଲମ୍ପିକ ପାଇଁ କରିବୁ ପ୍ରସ୍ତୁତି'

By

Published : Aug 11, 2021, 4:05 PM IST

ଟୋକିଓ ଅଲମ୍ପିକ୍ ଗେମ୍ସରେ ଦମଦାର ପ୍ରଦର୍ଶନ କରି ଫେରଛି ଭାରତୀୟ ମହିଳା ଦଳ । ଭାରତୀୟ ମହିଳା ହକି ଦଳ ଅଲମ୍ପିକ ଗେମ୍ସରେ କାଂସ୍ୟ ପଦକ ମ୍ୟାଚରେ ପରାଜିତ ହୋଇଥିଲା । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଆ ଡିଫେଣ୍ଡର ନମିତା ଟପ୍ପୋ । ବର୍ତ୍ତମାନ ଭାରତୀୟ ମହିଳା ହକି ଦଳ ପୁନଃ ଜୋରଦାର ଅଭ୍ୟାସ କରି ପ୍ୟାରିସ ଅଲମ୍ପିକ ଗେମ୍ସରେ ପଦକ ଆଣିବା ଲକ୍ଷ୍ୟରେ ରହିଛନ୍ତି । ଏହାସହ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ହାସଲ କରିଥିବାରୁ ସେ ଖୁସି ଜାହିର କରିଛନ୍ତି ।

ABOUT THE AUTHOR

...view details