ଓଡିଶା

odisha

ETV Bharat / videos

ମହିଳା ଟି-20 ବିଶ୍ବକପ: ଭାରତୀୟ ଦଳକୁ କ୍ରିକେଟ ପ୍ରେମୀଙ୍କ ଶୁଭେଚ୍ଛା - ଭାରତୀୟ ଦଳକୁ କ୍ରିକେଟ ପ୍ରେମୀଙ୍କ ଶୁଭେଚ୍ଛା

By

Published : Mar 8, 2020, 12:08 PM IST

ହାଇଦ୍ରାବାଦ: ଆଜି ବିଶ୍ବ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ମହିଳା ଟି-20 ବିଶ୍ବକପର ଫାଇନାଲ ଫାଇଟ । ପ୍ରଥମ ଫାଇନାଲିଷ୍ଟ ଭାରତୀୟ ମହିଳା ଦଳର ସାମ୍ନା 7ଥରର ଚମ୍ପିଆନ ଅଷ୍ଟ୍ରେଲିଆ ସହ ହେବ । ତେବେ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ଦଳକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ABOUT THE AUTHOR

...view details