ଓଡିଶା

odisha

By

Published : Jun 2, 2020, 3:45 PM IST

ETV Bharat / videos

ଲକଡାଉନ ସମୟରେ ଖେଳାଳିମାନେ କିପରି ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି

ଶ୍ରୀନଗର: କୋଭିଡ୍‌-19 ସର୍ବ୍ୟାପୀ ମହାମାରୀର ପ୍ରାଦୁର୍ଭାବ ପୂର୍ବରୁ ଖେଳପଡ଼ିଆରେ ଘଣ୍ଟା ଘଣ୍ଟା କାଳ ଅଭ୍ୟାସ କରି ଦିନ ବିତାଉଥିଲେ ମହମ୍ମଦ ହମ୍ମାଦ। ସେ କାଶ୍ମୀରର ପ୍ରିମିୟର ଆଇ-ଲିଗ୍‌ର ଜଣେ ଫୁଟ୍‌ବଲ ଖେଳାଳି। ଲକ୍‌ଡାଉନ୍‌ ଘୋଷିତ ହେବା ପରଠାରୁ ଏହି ପେସାଦାର ଖେଳାଳି ଜଣକ ଘରୁ ବାହାରକୁ ବାହାରି ନାହାନ୍ତି ସତ, କିନ୍ତୁ ତାଙ୍କ ଫିଟ୍‌ନେସ୍‌ ବଜାୟ ରଖିବା ଲାଗି ଘରେ ହିଁ ଫଳପ୍ରଦ ଭାବରେ ଅଭ୍ୟାସ ଚଳାଇଛନ୍ତି।

ABOUT THE AUTHOR

...view details