ଓଡିଶା

odisha

ETV Bharat / videos

ମହମ୍ମଦ ସିରାଜଙ୍କ ସଫଳତାକୁ ନେଇ ତାଙ୍କ ଭାଇଙ୍କ ସହ ସାକ୍ଷାତକାର - ମହମ୍ମଦ ସିରାଜଙ୍କ ଭାଇ

🎬 Watch Now: Feature Video

By

Published : Jan 20, 2021, 10:54 PM IST

ହାଇଦ୍ରାବାଦ: ବର୍ଡରଗାଭାସ୍କର ଟ୍ରଫରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ସିରିଜରେ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ବହୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଥିଲା। ତେବେ ଏସବୁ ତାଙ୍କ ପ୍ରଦର୍ଶନ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ଏନେଇ ତାଙ୍କ ବଡ଼ଭାଇ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି। ଶୁଣନ୍ତୁ କଣ କହୁଛନ୍ତି ମହମ୍ମଦ ଇସ୍ମାଇଲ।

ABOUT THE AUTHOR

...view details