ଦେଶରେ ହକି ପ୍ରତିଭା ଖୋଜିବା ଆମର ମୂଳ ଲକ୍ଷ୍ୟ: ଧନରାଜ ପିଲେ - ଧନରାଜ ପିଲେ ସାକ୍ଷାତକାର
ଗାନ୍ଧୀନଗର: ମୋଟେରାରେ ଉଦଘାଟିତ ହୋଇଛି ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ। ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଧନରାଜ ପିଲେ । ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି। ଏହି ଅବସରରେ ସେ ଭାରତରେ ହକି ପ୍ରତିଭାଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି।