IPL 2020: ହାଇଦ୍ରାବାଦ ଓ ରାଜସ୍ଥାନ ପାଇଁ କର ବା ମର ମ୍ୟାଚ - ଆଇପିଏଲରେ ସନରାଇଜର ହାଇଦ୍ରାବଦ ଓ ରାଜସ୍ଥାନ ରୟାଲ୍ସ ହେବେ ମୁଁହାମୁହିଁ
କଟକ: ଆଜି ଆଇପିଏଲ 2020 ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ । ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ହେବେ ମୁଁହାମୁହିଁ । ଉଭୟ ଟିମ ପାଇଁ ଆଜି କର ବା ମରର ମ୍ୟାଚ । ତେବେ କିଏ ବାଜିମାତ କରିବ ଆଜିର ମ୍ୟାଚରେ ? କିଏ ହେବେ ଟିମର ଟ୍ରମ୍ପ କାର୍ଡ ? ଏନେଇ ପୁର୍ବତନ ରଣଜୀ କ୍ରିକେଟର ପବନ ଅଗ୍ରୱାଲଙ୍କ ସହ ଆଲୋଚନା ।