ଓଡିଶା

odisha

ETV Bharat / videos

କ୍ରିକେଟର ଶୁଭମନ ଗିଲ୍‌ଙ୍କ ଜେଜେଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - shubhman gill grandfather special interview

By

Published : Jan 21, 2021, 9:19 PM IST

ଫାଜିଲ୍କା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳାଯାଇଥିବା 4ର୍ଥ ଟେଷ୍ଟରେ, ଭାରତ ଅଷ୍ଟ୍ରେଲିଆକୁ 3 ୱିକେଟରେ ମାତ ଦେବା ସହ ସିରିଜ 2-1ରେ ଜିତିନେଇଛି । ଭାରତ ଲଗାତାର ଦ୍ବିତୀୟ ଥର ଅଷ୍ଟ୍ରେଲିଆକୁ ନିଜ ଘରେ ଟେଷ୍ଟ ସିରିଜରେ ଧୂଳି ଚଟାଇଛି । ଏହି ବିଜୟରେ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ବଡ ଯୋଗଦାନ ରହିଥିଲା । ଫାଜିଲ୍କା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳାଯାଇଥିବା 4ର୍ଥ ଟେଷ୍ଟରେ, ଭାରତ ଅଷ୍ଟ୍ରେଲିଆକୁ 3 ୱିକେଟରେ ମାତ ଦେବା ସହ ସିରିଜ 2-1ରେ ଜିତିନେଇଛି । ଭାରତ ଲଗାତାର ଦ୍ବିତୀୟ ଥର ଅଷ୍ଟ୍ରେଲିଆକୁ ନିଜ ଘରେ ଟେଷ୍ଟ ସିରିଜରେ ଧୂଳି ଚଟାଇଛି । ଏହି ବିଜୟରେ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ବଡ ଯୋଗଦାନ ରହିଥିଲା । ଏହି ବିଜୟ ପରେ, ଶୁଭମନ ଗିଲ୍‌ ପଞ୍ଜାବର ଫାଜିଲ୍କ ସ୍ଥିତ ଗାଁ ଜୈମଲରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ଶୁଭମନଙ୍କ ଦାଦା ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ନିଜର ଖୁସି ଜାହିର କରିଛନ୍ତି । ଦାଦା ସରକାର ଦୀଦାର ସିଂହ କହିଛନ୍ତି ପିଲାବେଳୁ କ୍ରିକେଟ ପ୍ରତି ଶୁଭମନଙ୍କ ବିଶେଷ ରୁଚି ଥିଲା ବୋଲି କହିଛନ୍ତି ।

ABOUT THE AUTHOR

...view details