ଓଡିଶା

odisha

ETV Bharat / videos

ଆଇପିଏଲ ମହାସମର: ଡବଲହେଡର ମୁକାବିଲା

By

Published : Apr 29, 2021, 4:45 PM IST

କଟକ: ଆଇପିଏଲରେ ଗୁରବାର ଦୁଇଟି ଗୁରୁତ୍ବପୂର୍ଣ୍ଣ ମୁକାବିଲା ରହିଛି । ମୁମ୍ବାଇ ଓ ରାଜସ୍ଥାନ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଛି, ଅନ୍ୟପଟେ କୋଲକତା ଓ ଦିଲୀ ମଧ୍ୟରେ ଦ୍ବିତୀୟ ମୁକାବିଲା ଖେଳାଯିବ । ବିଜୟ ସହ ପଏଣ୍ଟ ଟେବଲର ଉପରକୁ ଉଠିବାକୁ ସବୁ ଟିମ୍‌ଙ୍କ ଲକ୍ଷ୍ୟ । ତେବେ ଟସ୍‌ କେତେ ହେବ ନିର୍ଣ୍ଣାୟକ ? ସଫଳ ହେବ କି ଲକ୍ଷ୍ୟ ପିଛା କରିବା ରଣନୀତି ? ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ । କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details