ଓଡିଶା

odisha

ଆଇପିଏଲ ମହାସମର, ପ୍ରଥମ ମ୍ୟାଚରେ କିଏ ମାରିବ ବାଜି..

By

Published : Apr 9, 2021, 3:57 PM IST

କଟକ: ଆରମ୍ଭ ହେଉଛି ଆଇପିଏଲ ମହାସମର । ବିଶ୍ବର ଶ୍ରେଷ୍ଠ ଟି20 ଲିଗ ଓ ଫଟାଫଟ କ୍ରିକେଟର ମହାପର୍ବ । ଇଣ୍ଡିଆନ ପ୍ରିମିୟର ଲିଗର 14 ସଂସ୍କରଣର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା । ମୁଁହାମୁହିଁ ହେଉଛନ୍ତି ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ଓ ଭାଇସ କ୍ୟାପଟେନ ରୋହିତ ଶର୍ମା । ତେବେ କିଏ ମାରିବ ବାଜି । କାହାର ହେବ ଜିତାପଟ । ବିଜୟରୁ କିଏ ଆରମ୍ଭ କରିବ ଅଭିଯାନ । ମୁମ୍ବାଇ ନା ଚେନ୍ନାଇ ? କଣ କହୁଛନ୍ତି କ୍ରିକେଟ ଏକ୍ସପର୍ଟ.. କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details