Exclusive: ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲବଦିନ ନୈବଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - gulbadin naib
ହାଇଦ୍ରାବାଦ: 2019ବିଶ୍ବକପରେ ଆଫଗାନିସ୍ତାନ କ୍ରିକେଟ ଟିମର ଅଧିନାୟକ ଦାୟିତ୍ବ ତୁଲାଇଥିଲେ ଗୁଲବଦିନ ନୈବ । ଏହି ଆଫଗାନିସ୍ତାନ କ୍ରିକେଟର ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଅଫଗାନିସ୍ତାନ କ୍ରିକେଟର ପରିସ୍ଥିତି, ବଡିବିଲ୍ଡରରୁ କ୍ରିକେଟର ହେବାର ଯାତ୍ରା ଓ ଭାରତ କାହିଁକି ତାଙ୍କୁ ଭଲ ଲାଗେ ଖୁଲାସା କରିଛନ୍ତି । ଦେଖନ୍ତୁ ଅଲରାଉଣ୍ଡର ଗୁଲବଦିନ ନୈବଙ୍କ ସହ ଆମର ସ୍ବତନ୍ତ୍ର ସାକ୍ଷାତକାର.. ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ