ଓଡିଶା

odisha

ETV Bharat / videos

ଅଲମ୍ପିକ ପ୍ରସ୍ତୁତି ନେଇ ଦୂତୀଙ୍କ ପ୍ରତିକ୍ରିୟା, ଆଶୀର୍ବାଦ ରହିଲେ ହେବି ସଫଳ - ଦୂତୀ ଚାନ୍ଦ

By

Published : Jul 10, 2021, 9:53 PM IST

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର କିଛି ଦିନ ବାକି । ଓଡିଆ ଧାବିକା ଦୂତୀ ଚାନ୍ଦଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବର୍ତ୍ତମାନ ହାଇଦ୍ରାବାଦରେ ରହି ଅଭ୍ୟାସ ଜାରି ରଖିଛନ୍ତି ଦୂତୀ । ଟୋକିଓ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ସହ ପଦକ ବିଜୟ ନେଇ ଆଶାବାଦୀ ଅଛନ୍ତି ଦୂତୀ । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details