ଓଡିଶା

odisha

ETV Bharat / videos

ଆସନ୍ତାକାଲିଠୁ ଢେଙ୍କାନାଳ ଷ୍ଟାଡିୟମରେ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ - ଢେଙ୍କାନାଳ ଜିଲ୍ଲା କ୍ରୀଡା ସଂଘ

By

Published : Dec 2, 2019, 9:24 PM IST

ଆସନ୍ତାକାଲି ଠାରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଢେଙ୍କାନାଳ ଷ୍ଟାଡିୟମରେ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ନଳିନୀ ଦାସ ଜଣାଇଛନ୍ତି । ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚ ଅପରାହ୍ନ ୩.00ଟାରୁ ଖେଳାଯିବ । ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, କଟକ ଜିଲ୍ଲାର ଫୁଟବଲ ଦଳ ଅଂଶ ଗ୍ରହଣ କରିବେ । ଏହି ଅବସରରେ ଢେଙ୍କାନାଳ ଖେଳାଳିଙ୍କ ଜର୍ସିକୁ କ୍ରୀଡା ସଂଘ ପକ୍ଷରୁ ଉନ୍ମୋଚନ କରାଯାଇଛି।

ABOUT THE AUTHOR

...view details