ଓଡିଶା

odisha

ETV Bharat / videos

ମହାମାରୀକୁ ନେଇ ମତ ଦେଲେ କ୍ରିତି, କହିଲେ ଆସିଛି ଏକାଠି ଛିଡାହେବାର ସମୟ...

By

Published : May 7, 2021, 3:57 PM IST

ମୁମ୍ବାଇ: ଏବେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଏକ ଭିଡିଓ । କ୍ରିତି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ମହାମାରୀ ବିଷୟରେ ନିଜର ମତ ପ୍ରକାଶ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ସେ କହୁଛନ୍ତି ଯେ, ଏହି କଷ୍ଟକର ସମୟରେ ମଧ୍ୟ ମୁଁ ଆଶାର କିରଣ ଦେଖୁଛି । ଏହା ଏମିତି ଏକ ସମୟ ଯାହା ସମସ୍ତଙ୍କ ମନରେ ଥିବା ଭେଦଭାବକୁ ଏଡାଇ ଥାଏ । ଶେଷରେ ଆମେ ସମସ୍ତେ ମଣିଷ ଅଟୁ, ଆମର ମାନବିକତା ଅଛି, ଆମେ ସମସ୍ତଙ୍କୁ ଏକଜୁଟ ହୋଇ ଛିଡା ହେବାକୁ ପଡିବ ।

ABOUT THE AUTHOR

...view details