ଓଡିଶା

odisha

ETV Bharat / videos

ଆସିଷ୍ଟାଣ୍ଟ ପିଲାମାନଙ୍କ ସହ ଖେଳି ପ୍ରଶଂସା ସାଉଣ୍ଟିଲେ ଜାହ୍ନବୀ - -janhvi-kapoor-with-her-assistants-baby

By

Published : Mar 10, 2021, 9:16 PM IST

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଆଗାମୀ ଚଳଚ୍ଚିତ୍ର 'ରୁହି'ର ସ୍କ୍ରିନିଂରେ ତାଙ୍କ ଆସିଷ୍ଟାଣ୍ଟଙ୍କ ପରିବାରକୁ ନିମନ୍ତ୍ରଣ ଦେଇଥିଲେ। ଏହି ଅଭିନେତ୍ରୀ ଆସିଷ୍ଟାଣ୍ଟ ପିଲାମାନଙ୍କ ସହ ଖେଳୁଥିବା ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସ ଜାହ୍ନବୀଙ୍କ ଏହି ଅନ୍ଦାଜକୁ ବହୁତ ପସନ୍ଦ କରିଛନ୍ତି ।

For All Latest Updates

ABOUT THE AUTHOR

...view details