ଓଡିଶା

odisha

ETV Bharat / videos

ମାଳଦ୍ବୀପରେ ମସ୍ତି କରୁଛନ୍ତି ଜାହ୍ନବୀ, ସେୟାର କଲେ ବିକିନି ଫଟୋ... - ମାଳଦ୍ବୀପରେ ମସ୍ତି କରୁଛନ୍ତି ଜାହ୍ନବୀ

🎬 Watch Now: Feature Video

By

Published : Apr 9, 2021, 4:08 PM IST

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ମାଳଦ୍ବୀପ ଟ୍ରିପରେ ଜାହ୍ନବୀଙ୍କ ସହିତ ଅନେକ ବନ୍ଧୁମାନେ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋଗୁଡିକରୁ ସ୍ପଷ୍ଟ ଜଣାପଡୁଛି ଯେ ଜାହ୍ନବୀ ତାଙ୍କ ସାଙ୍ଗମାନଙ୍କ ସହିତ ଏହି ଛୁଟିଦିନକୁ ବହୁତ ଉପଭୋଗ କରୁଛନ୍ତି ।

ABOUT THE AUTHOR

...view details