ଓଡିଶା

odisha

ETV Bharat / videos

‘ଇମଲି’ର ମୁଖ୍ୟ ଅଭିନେତ୍ରୀ ସୁମବୁଲଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - ରାମୋଜି ଫିଲ୍ମ ସିଟିରେ ସୁମବୁଲ ଖାନ

By

Published : Jun 16, 2021, 9:30 AM IST

ହାଇଦ୍ରାବାଦ: ଟିଭି ସିରିୟଲ ‘ଇମଲି’ର ସୁଟିଂ ଏହି ସମୟରେ ହାଇଦ୍ରାବାଦର ରାମୋଜି ଫିଲ୍ମସିଟିରେ ହେଉଛି । ଇତିମଧ୍ୟରେ ଇଟିଭି ଭାରତ ସହ ସ୍ବତନ୍ତ୍ର କଥାବାର୍ତ୍ତା କରିଛନ୍ତି ସିରିୟଲର ମୁଖ୍ୟ ଅଭିନେତ୍ରୀ ସୁମବୁଲ ଖାନ । ଏହି ସାକ୍ଷାତକାରରେ ସେ ସିରିୟଲ ବିଷୟରେ ଅନେକ କଥା ଆଲୋଚନା କରିଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details