ଓଡିଶା

odisha

ETV Bharat / videos

ମୁମ୍ବାଇ ଏୟାରପୋର୍ଟରେ ଦିଶା-ଟାଇଗର, ମାଳଦ୍ବୀପ ଗଲେ ଲଭବାର୍ଡ - ସଲମାନ ଖାନଙ୍କ ରାଧେ ଫିଲ୍ମ

By

Published : Apr 19, 2021, 12:41 PM IST

ମୁମ୍ବାଇ: ସବୁବେଳେ ଏକାଠି ନଜର ଆସୁଥିବା ଆକ୍ସନ ଷ୍ଟାର ଟାଇଗର ଶ୍ରଫ ଓ ଦିଶା ପଟାନୀ ପୁଣି ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି । ମିଡିଆ କ୍ୟାମେରାରେ ହେଲେ କଏଦ । ମାଳଦ୍ବୀପ ଯାତ୍ରା କରିଛନ୍ତି ଏହି ଯୋଡି । କାଜୁଆଲ ଲୁକରେ ଦୁଇଜଣଙ୍କ ଦେଖିବାକୁ ମିଳିଲା କୁଲ୍ ଅବତାର । ଯଦି ଫିଲ୍ମ ବିଷୟରେ କଥା ହେବା ତାହାଲେ ଟାଇଗର ଖୁବଶୀଘ୍ର ‘ହିରୋପନ୍ତୀ 2’ ନଜର ଆସିବାକୁ ଯାଉଥିବା ବେଳେ ଦିଶା ସଲମାନ ଖାନଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ରାଧେ’ ଅଭିନୟ କରୁଥିବାର ଦେଖାଯିବେ ।

ABOUT THE AUTHOR

...view details