ତାରାଙ୍କ ମୋନୋକ୍ରୋମ୍ ଫଟୋରେ ଫିଦା ଫ୍ୟାନ୍ସ - ତାରାଙ୍କ ମୋନୋକ୍ରୋମ୍ ଫଟୋରେ ଫିଦା ଫ୍ୟାନ୍ସ
ହାଇଦ୍ରାବାଦ: ସୁନ୍ଦରୀ ଅଭିନେତ୍ରୀ ତାରା ସୁତାରିଆ ନିକଟରେ ଇନଷ୍ଟାଗ୍ରାମରେ ଏକ ମୋନୋକ୍ରୋମ୍ ଫଟୋ ପୋଷ୍ଟ କରିଛନ୍ତି । ବ୍ଲାକ ଆଣ୍ତ ହ୍ବାଇଟ ଫଟୋରେ ତାରାଙ୍କ ଏହି ହଟ ଅନ୍ଦାଜକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ଏବେ ତାରାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ...