ଓଡିଶା

odisha

By

Published : May 12, 2021, 6:19 PM IST

ETV Bharat / videos

ଯେତେବେଳେ ରବିନା ଋଷି ଏବଂ ନୀତୁଙ୍କ ବିବାହରେ ପହଞ୍ଚିଥିଲେ...

ସୋସିଆଲ ମିଡିଆରେ ଅଭିନେତ୍ରୀ ରବୀନା ଟଣ୍ଡନ୍ ବେଶ ଆକ୍ଟିଭ । ବୁଧବାର ଦିନ ରବିନା ସ୍ବର୍ଗତ ଅଭିନେତା ଋଷି କପୁର ଏବଂ ନୀତୁ ସିଂଙ୍କ ବିବାହର ଏକ ସ୍ମରଣୀୟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ କୁନି ରବିନାଙ୍କୁ ଦୁଲ୍ହା ଏବଂ ଦୁଲ୍ହନଙ୍କ ସହିତ ଦେଖିବାକୁ ମିଳିଛି ।

ABOUT THE AUTHOR

...view details