ଓଡିଶା

odisha

ETV Bharat / videos

'ମୁଁ ଐଶ୍ବର୍ଯ୍ୟା ରାଏଙ୍କ ପରି ଦେଖାଯାଏ'

By

Published : May 19, 2021, 10:02 PM IST

ମୁମ୍ବାଇ: ଏଥର ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଭିନ୍ନ ଏକ କାରଣକୁ ନେଇ ଚର୍ଚ୍ଚାରେ । ସବୁବେଳେ ନିଜ ବିନ୍ଦାସ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ଏବେ ତାଙ୍କ ମଜାଳିଆ କଥାକୁ ନେଇ ଚର୍ଚ୍ଚାରେ । ନିକଟରେ ଗଣମାଧ୍ୟମ ସହିତ କଥା ହେଉଥିବା ବେଳେ ରାକ୍ଷୀ କହିଛନ୍ତି ଯେ, ସେ ଦୂରରୁ ଐଶ୍ବର୍ଯ୍ୟା ରାୟଙ୍କ ପରି ଦେଖାଯାଆନ୍ତି ଏବଂ ପାଖରୁ ରାକ୍ଷୀ ସାୱନ୍ତ ପରି ଦେଖାଯାଆନ୍ତି । ଏବେ ରାକ୍ଷୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

...view details