ଓଡିଶା

odisha

By

Published : Mar 10, 2021, 5:11 PM IST

ETV Bharat / videos

କୁଲ୍ ଅନ୍ଦାଜରେ କ୍ୟାମେରାରେ ସେଲିବ୍ରିଟି, ମୁମ୍ବାଇରେ ଆସିଲେ ନଜର

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ ଜୁହୁରେ ପୂଜା ଏଣ୍ଟରଟେନମେଣ୍ଟ ଆଣ୍ଡ ଫିଲ୍ମସ ଲିମିଟେଡ ଅଫିସ ବାହାରେ ନଜର ଆସିଛନ୍ତି । ସେ ଗୋଲାପୀ ଟି-ସାର୍ଟ ଏବଂ ଟ୍ରାଉଜରେ କୁଲ୍ ଦେଖାଯାଇଥିଲେ । ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନୟା କପୁରଙ୍କୁ ଗେଟୱେ ଅଫ୍ ଇଣ୍ଡିଆ ପାଖରେ ଦେଖିବାକୁ ମିଳିଥିଲା । ମୁମ୍ବାଇର ବାନ୍ଦ୍ରାରେ ଶ୍ରୁତି ହାସନଙ୍କୁ ଦେଖିବାକୁ ମିଳିଥିଲା । ଅପରପକ୍ଷେ ଅଭିନେତା ଅର୍ଜନ୍ ବାଜୱା ମଧ୍ୟ ମୁମ୍ବାଇରେ ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details