ଓଡିଶା

odisha

ETV Bharat / videos

ବାନ୍ଦ୍ରାର ଏକ କ୍ଲିନିକ ବାହାରେ ନଜର ଆସିଲେ ନୀତୁ, ଦେଖନ୍ତୁ ଭିଡିଓ...

By

Published : Mar 17, 2021, 5:31 PM IST

Updated : Mar 17, 2021, 6:56 PM IST

ମୁମ୍ବାଇ: ମୁମ୍ବାଇରେ ବଲିଉଡ ଡିଭା । ଭେଟେରାନ ଅଭିନେତ୍ରୀ ନୀତୁ କପୁର ବାନ୍ଦ୍ରାର ଏକ କ୍ଲିନିକ ବାହାରେ ନଜର ଆସିଛନ୍ତି । ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ମଧ୍ୟ ବାନ୍ଦ୍ରାରେ ଦେଖିବାକୁ ମିଳିଛି । ଅପରପକ୍ଷେ, ଏଥିସହିତ କରିସ୍ମା କପୁର ଏବଂ ଅମିଶା ପଟେଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ...
Last Updated : Mar 17, 2021, 6:56 PM IST

ABOUT THE AUTHOR

...view details