ଜିମ ସୁଟ୍ ରେ ନଜର ଆସିଲେ ବି-ଟାଉନ୍ ସେଲିବ୍ରିଟି
ମୁମ୍ବାଇ: ମୁମ୍ବାଇରେ ନଜର ଆସିଲେ ବହୁ ବି-ଟାଉନ୍ ସେଲିବ୍ରିଟି । ବଲିଉଡ ଅଭିନେତ୍ରୀ ଡେଜି ଶାହା ମୁମ୍ବାଇର ହାର୍ଡ ରକ୍ କ୍ୟାଫେରେ ନଜର ଆସିଥିବାବେଳେ କାର୍ତ୍ତିକଙ୍କୁ ଜୁହୁର ଆଇ ଥିଙ୍କ ଫିଟନେସ ବାହାରେ ଦେଖିବାକୁ ମିଳିଥିଲା । ଯୋଗ କ୍ଲାସ ବାହାରେ ମଲାଇକା ଆରୋରା ମଧ୍ୟ ନଜର ଆସିଛନ୍ତି । ଶୁକ୍ରବାର ଦିନ ମୁମ୍ବାଇର ବାନ୍ଦ୍ରା ବିନିୟାର୍ଡ ଫିଲ୍ମସ ଅଫିସରେ ଫ୍ୟାଶନ ଡିଜାଇନର୍ ମାସାବା ଗୁପ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଦେଖନ୍ତୁ ଭିଡିଓ...